Author: Aradhana

5G Internet : ଦୂରଯାତ୍ରାରେ ସିଗନାଲ ବଜାୟ ରଖିବା ଏକ ଚ୍ୟାଲେଞ୍ଜ। କିନ୍ତୁ ଚୀନର ଗବେଷଣା ଅନୁଯାୟୀ, ଏହା ବର୍ତ୍ତମାନ ସମ୍ଭବ ହେବ ଏବଂ ଖୁବଶୀଘ୍ର ବାସ୍ତବରେ ପରିଣତ ହେବ । ଖୁବ୍ ଶୀଘ୍ର ବିମାନଠାରୁ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନରେ ଯାତ୍ରୀଙ୍କୁ ୫ଜି ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦିଆଯିବ। ଦ୍ରୁତ ଗତିରେ ଟ୍ରେନରେ ଏଭଳି ଇଣ୍ଟରନେଟ୍ ଯୋଗାଇବା ସହଜ କାମ ନୁହେଁ, କାରଣ ଦୂରଯାତ୍ରାରେ ସିଗନାଲ ବଜାୟ ରଖିବା ଏକ ଚ୍ୟାଲେଞ୍ଜ। କିନ୍ତୁ ଚୀନର ଗବେଷଣା ଅନୁଯାୟୀ, ଏହା ବର୍ତ୍ତମାନ ସମ୍ଭବ ହେବ ଏବଂ ଖୁବଶୀଘ୍ର ବାସ୍ତବରେ ପରିଣତ ହେବ । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ସବୁଠି ଇଣ୍ଟରନେଟର ଆବଶ୍ୟକତା ରହିଛି । ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ସେହି କମ୍ପାନୀକୁ ଭଲ ବୋଲି ବିବେଚନା କରାଯାଏ ଯାହାର ସଂଯୋଗ ସବୁଠି ଅଛି ଏବଂ ଇଣ୍ଟରନେଟର ସ୍ପିଡ୍ ସର୍ବଦା ଭଲ । ବିଶ୍ୱର କୋଣ ଅନୁକୋଣରେ ସାଟେଲାଇଟ୍ ଜରିଆରେ ଇଣ୍ଟରନେଟ୍…

Read More