Author: Aradhana

Disadvantages of eating wheat flour roti :ଦେଶର ଅଧିକାଂଶ ଲୋକ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗହମ ଅଟାରେ ତିଆରି ରୁଟି ଖାଇଥାନ୍ତି, କିନ୍ତୁ କ’ଣ ଆପଣ ଜାଣନ୍ତି କି କେବଳ ଗହମ ଅଟା ରୁଟି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କିଛି କ୍ଷତି ହୋଇଥାଏ । ଏଭଳି ସ୍ଥିତିରେ ଏହାକୁ ପୁଷ୍ଟିକର ଓ ସୁସ୍ଥ କରିବା ପାଇଁ ଗହମ ଅଟାରେ ମିଶାନ୍ତୁ ଅନ୍ୟ କେଉଁ ଶସ୍ୟ ଅଟା, ଜାଣନ୍ତୁ ଏଠାରେ । ସମସ୍ତେ ଘରେ ଦୈନିକ ଡାଲି ଭାତ, ରୁଟି ଓ ପନିପରିବା ଖାଆନ୍ତି। କିଛି ଲୋକ ରୁଟିକୁ ବହୁତ ପସନ୍ଦ କରନ୍ତି । ତେବେ ଅଧିକାଂଶ ଲୋକ ପ୍ରତିଦିନ ଖାଉଥିବା ଅଟା ହେଉଛି ଗହମ ଅଟା । ଯଦିଓ ଏହି ଅଟା ଅତ୍ୟନ୍ତ ପୁଷ୍ଟିକର ଏବଂ ଲାଭଦାୟକ ଅଟେ, ତଥାପି କିଛି ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ଅର୍ଥାତ ୧୨ ମାସ ଗହମ ଅଟାରେ ତିଆରି ରୁଟି ଖାଇବା ସ୍ୱାସ୍ଥ୍ୟ…

Read More