Author: Aradhana

Health Tips: କିଛି ଲୋକ ନ ଖାଇ ମୋଟା ହୋଇଯାଆନ୍ତି ତ ଆଉ କିଛି ଲୋକ ଖାଇବା ପରେ ମଧ୍ୟ ପତଳା ହୋଇଯାଆନ୍ତି । ଆପଣ ଜାଣନ୍ତି କି ଏହାର କାରଣ କ’ଣ ହୋଇଥାଏ । ଅନେକ ସମୟରେ ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ କିଛି ନଚଖାଇ ମଧ୍ୟ ନିଜର ଓଜନ ଦ୍ରୁତ ଗତିରେ ବଢୁଥିବା ଦେଖି ଦୁଃଖିତ ହୋଇଥାନ୍ତି । ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଯେତେ ଖାଇଲେ ମଧ୍ୟ ତାଙ୍କ ଶରୀର ମୋଟା ହୋଇନଥାଏ । ଆପଣଙ୍କ ଆଖପାଖରେ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ଫାଷ୍ଟଫୁଡ୍ କିମ୍ବା ଜଙ୍କଫୁଡ୍ ଖାଇବାକୁ ଭୟ କରନ୍ତି, ସେମାନେ ଭାବୁଛନ୍ତି ଯେ ଜଙ୍କଫୁଡ୍ ଖାଇବା ମାତ୍ରେ ସେମାନଙ୍କର ଓଜନ ବଢ଼ିବା ଆରମ୍ଭ ହୋଇଯିବ। ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ନିଜ ମନପସନ୍ଦର ଜିନିଷ ଖାଆନ୍ତି କିମ୍ବା ଜଙ୍କଫୁଡର ସ୍ୱାଦ ଚାଖିଥାନ୍ତି କିନ୍ତୁ ସେମାନଙ୍କ…

Read More