Author: Aradhana

Health Tips: କୋବି ଭଳି ଦେଖାଯାଉଥିବା ବ୍ରୋକୋଲି ପନିପରିବା ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଭଳି ସମସ୍ତ ପୋଷକ ତତ୍ତ୍ୱରେ ଭରପୂର। ବ୍ରୋକୋଲି ଦେଖିବାକୁ କୋବି ଭଳି, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ବ୍ରୋକୋଲିକୁ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଶରୀରରେ ଭିଟାମିନ୍, ମିନେରାଲ୍ସ ଭଳି ପୋଷକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ। ଶୀତ ଆରମ୍ଭ ହେବାମାତ୍ରେ ବଜାର ଓ ପନିପରିବା ଦୋକାନରେ ସବୁଜ ପନିପରିବା ଦେଖିବାକୁ ମିଳୁଛି। ସେହିଭଳି ଏମିତି ଏକ ପନିପରିବା ଅଛି ଯାହା ସୁପରଫୁଡ୍ ଠାରୁ କମ୍ ନୁହେଁ। କୋବି ଭଳି ଦେଖାଯାଉଥିବା ଏହି ପନିପରିବା ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ସମସ୍ତ ପୋଷକ ତତ୍ତ୍ୱରେ ଭରପୂର। ବ୍ରୋକୋଲି ଦେଖିବାକୁ କୋବି ଭଳି, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ବ୍ରୋକୋଲିକୁ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଶରୀରରେ ଭିଟାମିନ୍, ମିନେରାଲ୍ସ ଭଳି ପୋଷକ ତତ୍ତ୍ୱର…

Read More