Author: Aradhana

RCB New Captain: ଆଇପିଏଲ୍ ୨୦୨୫ରେ ଆରସିବି ନୂଆ ଅଧିନାୟକଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ବିରାଟ କୋହଲି ପୁଣିଥରେ ବେଙ୍ଗାଲୁରୁର ଦାୟିତ୍ୱ ନେବେ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) ର ୧୮ତମ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଅଧିନାୟକଙ୍କ ନାମ ଚୂଡ଼ାନ୍ତ କରିନାହାନ୍ତି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟ ସାମିଲ ରହିଛି। ବିରାଟ କୋହଲି ପୁଣି ଥରେ ଆରସିବିର ଦାୟିତ୍ୱ ନେବେ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। ତେବେ ଇତି ମଧ୍ୟରେ ନୂଆ ଅଧିନାୟକଙ୍କୁ ନେଇ ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଆଇପିଏଲ୍ ୨୦୨୪ରେ ଆରସିବିର ଅଧିନାୟକ ଥିଲେ, କିନ୍ତୁ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୫ ନିଲାମରେ ଏହି ଖେଳାଳିଙ୍କୁ କିଣିନଥିଲା। ଆରସିବି ଯେତେବେଳେ ପ୍ଲେସିସଙ୍କୁ ମୁକ୍ତ…

Read More