Author: Aradhana

Priyanka Chopra Comeback: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦୀର୍ଘ ଦିନ ହେବ ବଲିଉଡ ଫିଲ୍ମରେ ଦେଖିବାକୁ ମିଳୁନାହିଁ । ଏବେ ସେ ନିଜର ବଲିଉଡ୍‍ ପ୍ରତ୍ୟାବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି। ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ହେବ କୌଣସି ବଲିଉଡ୍ ଫିଲ୍ମରେ ନଜର ଆସିନାହାନ୍ତି। ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ଦ ସ୍କାଏ ଇଜ୍ ପିଙ୍କରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା । ସେବେଠାରୁ ପ୍ରିୟଙ୍କା ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଦୀର୍ଘ ଦିନ ଧରି ଖବର ଆସୁଥିଲା । ଏବେ ପ୍ରିୟଙ୍କା ନିଜ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ଫରହାନ ଅଖତରଙ୍କ ଫିଲ୍ମ ଜି ଲେ ଜାରା ଜରିଆରେ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମା…

Read More