Author: Aradhana

Winter season: ଶୀତଦିନେ ଥଣ୍ଡା ଯୋଗୁଁ ବାହାରକୁ ଯିବାକୁ ମନ ଲାଗେ ନାହିଁ। ଜିମ୍ ବହୁତ ଦୂରରେ ରହିଛି। ଶୀତଦିନେ ନିଜକୁ ଶକ୍ତିଶାଳୀ ଓ ଫିଟ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ । ଶୀତଦିନେ ଆଳସ୍ୟ ସବୁବେଳେ ଦେହ ରହିଥାଏ । କୌଣସି କାମ କରିବାକୁ ଇଚ୍ଛା ହୁଅ ନାହିଁ । ଏହି ସମୟରେ ଫିଟ୍ ଓ ସକ୍ରିୟ ରହିବା ଅତ୍ୟନ୍ତ ଜରୁରୀ। ଶୀତଦିନେ ଥଣ୍ଡା ଯୋଗୁଁ ବାହାରକୁ ଯିବାକୁ ମନ ଲାଗେ ନାହିଁ। ଯଦି ଜିମ୍ ବହୁତ ଦୂରରେ ରହିଛି । ଶୀତଦିନେ ନିଜକୁ ଶକ୍ତିଶାଳୀ ରଖିବା ଅତ୍ୟନ୍ତ ଜରୁରୀ । ଥଣ୍ଡାରେ ସକାଳୁ ଜଗିଂ କରିବା ଦ୍ୱାରା ଶରୀର ଗରମ ରହିଥାଏ। ଏହା ଏକ ଉତ୍ତମ କାର୍ଡିଓ ବ୍ୟାୟାମ । ଏହା ସହିତ ଏହା ଆପଣଙ୍କ ଷ୍ଟାମିନାକୁ ମଧ୍ୟ ବଢାଇଥାଏ । ଥଣ୍ଡା ପବନରୁ ଦୂରେଇ ରହିବାକୁ ଚାହୁଁଥିଲେ ହାଲୁକା ଉଷୁମ ପୋଷାକ ପିନ୍ଧି ଯୋଗ ବା…

Read More