Author: Aradhana

Cryptocurrency Update: ବିଟକଏନ୍ ୧୦୨,୭୨୭ ଡଲାରରେ କାରବାର କରୁଛି, ଯାହା ପ୍ରଥମ ଥର ପାଇଁ ୧୦୦,୦୦୦ ଡଲାର ସ୍ତର ଅତିକ୍ରମ କରିଛି। ପ୍ରଥମ ଥର ପାଇଁ ବିଟ୍ କଏନ୍ ର ମୂଲ୍ୟ ୧ ଲକ୍ଷ ଡଲାର ଅତିକ୍ରମ କରିଛି। ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିଂହାସନ ଗ୍ରହଣ କରିବା ପୂର୍ବରୁ ବିଟକଏନ୍ ଉତ୍ସାହଜନକ ରହିଛି। କ୍ରିପ୍ଟୋ ବ୍ୟବସାୟୀମାନେ ଆଶା କରୁଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଏକ କ୍ରିପ୍ଟୋକରେନ୍ସି ଫ୍ରେଣ୍ଡଲି ପଲିସି ଆଣିପାରେ, ଯାହା ବିଟକଏନ୍ ରେ ରେକର୍ଡ ବୃଦ୍ଧି ଆଣିଛି। ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଟ୍ କଏନ୍ ଓ କ୍ରିପ୍ଟୋକରେନ୍ସି ସପକ୍ଷରେ ଦେଇଥିବା ବୟାନ ଯୋଗୁଁ ବିଟ୍ କଏନ୍ ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମସ୍କୋରେ ଆୟୋଜିତ ଅର୍ଥନୈତିକ ଫୋରମରେ ସେ କହିଛନ୍ତି ଯେ ବିଟକଏନ୍ ଏବଂ ଭର୍ଚୁଆଲ୍ ସମ୍ପତ୍ତିଉପରେ ଆଉ କେହି ପ୍ରତିବନ୍ଧକ ଲଗାଇପାରିବେ ନାହିଁ। ବିଟ୍ କଏନ୍ ପ୍ରଥମ ଥର ପାଇଁ ୧୦୦,୦୦୦ ଡଲାର ଅତିକ୍ରମ…

Read More