Author: Aradhana

Anupam Kher Video: ଅନୁପମ ଖେର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜର ପରିବର୍ତ୍ତନ ବିଷୟରେ କହିଛନ୍ତି । ଅନୁପମ ଖେରଙ୍କ ଲୁକ୍ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବିଜୟ ୬୯’ର ସଫଳତାରେ ଉତ୍ସାହିତ ହିନ୍ଦୀ ସିନେ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଫିଲ୍ମ ପାଇଁ କରିଥିବା ସଂଘର୍ଷ ବିଷୟରେ କହିଥିଲେ।ଇନଷ୍ଟାଗ୍ରାମରେନ ଏକ ଭିଡିଓ ସେୟାର କରି ଅନୁପମ ଖେର କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ଆପଣ ନିଜ କମ୍ଫର୍ଟ ଜୋନରୁ ବାହାରକୁ ବାହାରିବେ ସେତେବେଳେ ହିଁ ଆପଣ ପରିବର୍ତ୍ତନ କରିପାରିବେ। ମୁଁ ଯେଉଁ ନିର୍ଦ୍ଦିଷ୍ଟ ଭୂମିକା ପାଇଁ ପ୍ରସ୍ତୁତ ହେଉଥିଲି, ସେଥିପାଇଁ ମୋତେ ୭ କିଲୋ ଓଜନ ହ୍ରାସ କରିବାକୁ ପଡ଼ିଥିଲା ଏବଂ ଓଜନ ହ୍ରାସ କରିବାକୁ ମୋତେ ୩ ମାସ ସମୟ ଲାଗିଥିଲା । ଅନୁପମ ଖେର…

Read More