Author: Aradhana

How AI Smart Water Meter: ପାଣି ଆମ ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ । କିନ୍ତୁ ଏହା ସତ୍ତ୍ୱେ ଅନେକ ଥର ଦେଖିବାକୁ ମିଳିଛି ଯେ ଲୋକମାନେ ପାଣି ନଷ୍ଟ କରୁଛନ୍ତି। ପାଣି ଆମ ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣିଥାଉ । କିନ୍ତୁ ଏହା ସତ୍ତ୍ୱେ ଅନେକ ଥର ଦେଖିବାକୁ ମିଳିଛି ଯେ ଲୋକମାନେ ପାଣି ନଷ୍ଟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏଆଇ ସ୍ମାର୍ଟ ୱାଟର ମିଟର ସ୍ଥାପନ ହେବାକୁ ଯାଉଛି। ରାଜସ୍ୱ ଭରଣା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଏହି ମିଟର ସାହାଯ୍ୟରେ ପାଣିର ଅପଚୟକୁ ବହୁମାତ୍ରାରେ ରୋକାଯାଇପାରିବ । ଆସନ୍ତୁ ଜାଣିବା କିପରି କାମ କରେ ଏହି ସ୍ମାର୍ଟ ମିଟର । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏଆଇ ସ୍ମାର୍ଟ ୱାଟର ମିଟର ହେଉଛି…

Read More