Author: Aradhana

Plastic water bottle: ଆପଣ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉଛନ୍ତି କି? ସାବଧାନ ରୁହନ୍ତୁ, କାରଣ ପ୍ରୋସିଡିଂସ ଅଫ୍ ଦି ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଗବେଷଣାରୁ ଜଣାପଡିଛି ଯେ ବୋତଲ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଷାକ୍ତ ପ୍ରଭାବ ପଡିଥାଏ । ଆମେ ପ୍ଲାଷ୍ଟିକ ବ୍ୟବହାର କରୁନାହୁଁ ବୋଲି ଯେତେ ଦାବି କଲେ ମଧ୍ୟ ଆମ ଜୀବନରୁ ପ୍ଲାଷ୍ଟିକ ହଟାଇବା ବହୁତ କଷ୍ଟକର । ଅଧିକାଂଶ ଲୋକ ପ୍ଲାଷ୍ଟିକ୍ ବୋତଲରୁ ଆରମ୍ଭ କରି ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସୁବିଧାଜନକ ହୋଇପାରେ, କିନ୍ତୁ ଏହା ଆଦୌ ନିରାପଦ ନୁହେଁ । ନିକଟରେ ପ୍ରୋସିଡିଂସ ଅଫ୍ ଦି ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ନିୟମିତ ବୋତଲରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଷ ଭଳି ପ୍ରଭାବ ପଡ଼ିଥାଏ। ଆସନ୍ତୁ ଆପଣଙ୍କୁ ଏହି ପ୍ଲାଷ୍ଟିକ…

Read More