Author: Aradhana

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ହେଡଫୋନ୍ ଉଚ୍ଚ ସ୍ୱରରେ ସଙ୍ଗୀତ ଶୁଣି ଇଲେକ୍ଟ୍ରୋମ୍ୟାଗ୍ନେଟିକ ତରଙ୍ଗ ସୃଷ୍ଟି କରେ ତେବେ ଏହା କାନ ପାଇଁ ବହୁତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ।ଦୀର୍ଘ ସମୟ ଧରି ଇୟରଫୋନ୍ ଓ ହେଡଫୋନ୍ ବ୍ୟବହାର କରିବା ଦ୍ୱାରା ଶୁଣିବାର କ୍ଷମତା ଦୁର୍ବଳ ହୋଇଯାଏ। ଏହି କାରଣରୁ ବଧିରତା ହେବାର ଆଶଙ୍କା ବହୁତ ଅଧିକ ରହିଥାଏ । ଘଣ୍ଟା ଘଣ୍ଟା ଧରି ଇୟରଫୋନ୍ ଓ ହେଡଫୋନ୍ ବ୍ୟବହାର କରିବା ଦ୍ୱାରା କାନରେ ମଇଳା ଜମା ହୋଇଥାଏ। ଏହା ଦ୍ୱାରା କାନରେ ସଂକ୍ରମଣ ହୋଇଥାଏ। ଏହା ଶ୍ରବଣ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ।ଯଦି ଆପଣ ଗୀତଟିକୁ ପୂରା ଭଲ୍ୟୁମରେ ଶୁଣନ୍ତି, ତେବେ ଅଳ୍ପ ସମୟ ପାଇଁ ଶୁଣିବାକୁ ଚେଷ୍ଟା କରନ୍ତୁ । କାରଣ ଜୋରରେ ସଙ୍ଗୀତ ଶୁଣିବା ଠାରୁ ଦୂରେଇ ରହିବା ଉଚିତ, ଏହା ଆମର ଶାନ୍ତିକୁ ମଧ୍ୟ ଖରାପ କରିଥାଏ । ଯଦି ଆପଣ କୌଣସି…

Read More