Author: Aradhana

Microwave Oven Day 6th December: ମାଇକ୍ରୋୱେଭରେ ଖାଦ୍ୟର ଏକ ଖଣ୍ଡ ରହିଯାଏ ଏବଂ ବାଷ୍ପ ଓ ପାଣି ଏହା ଭିତରେ ଜମା ହୋଇଯାଏ, ଯାହାକୁ ନିୟମିତ ସଫା କରା ନଗଲେ ଅଣୁଜୀବ ବଢିଯାଏ, ଯାହା ଅନେକ ରୋଗର କାରଣ ହୋଇପାରେ । ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ମାଇକ୍ରୋୱେଭ୍ ରହିଥିବା ଦେଖିବାକୁ ମିଳେ। ଏହା ପୂର୍ବରୁ ରନ୍ଧା ଖାଦ୍ୟ କିମ୍ବା ବାଷ୍ପ ପନିପରିବା ଗରମ କରିବା ପାଇଁ ବ୍ୟବହୃତ ହୁଏ । ପ୍ରତିବର୍ଷ ଡିସେମ୍ବର ୬ ରେ ଜାତୀୟ ମାଇକ୍ରୋୱେଭ ଓଭେନ୍ ଦିବସ ପାଳନ କରାଯାଏ । ତେବେ କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହି ଡିଭାଇସରେ ଅନେକ ବ୍ୟାକ୍ଟେରିଆ ଲୁଚି ରହିଥାଏ ଯାହା ଖାଦ୍ୟରେ ମିଶିଲେ ଆମର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ଅଟେ । ଏହା ଆପଣଙ୍କୁ ଅସୁସ୍ଥ କରିପାରେ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଏହି ମାମଲାରେ କେତେ ସତ୍ୟତା ରହିଛି। ମାଇକ୍ରୋୱେଭରେ ଖାଦ୍ୟ…

Read More