Author: Aradhana

ଏଥର ଡିସେମ୍ବର ମାସରେ ପାଗ ଗରମ ରହିଛି। ଅଧିକ ତାପମାତ୍ରା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଏଭଳି ପାଣିପାଗ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇପାରେ । ଏଥିରୁ ବର୍ତ୍ତିବା ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଓ ସଠିକ୍ ଖାଦ୍ୟପେୟ ପ୍ରତି ଉପଯୁକ୍ତ ଯତ୍ନ ନେବା ଉଚିତ। ଡିସେମ୍ବର ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ହେବାକୁ ଯାଉଛି, କିନ୍ତୁ ଥଣ୍ଡା ସମ୍ପୂର୍ଣ୍ଣ ରୂପେ ଆସିନାହିଁ । ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହିଥିବା ବେଳେ ଲୋକେ ଗରମ ଅନୁଭବ କରୁଛନ୍ତି। ଅଫିସ ଓ ଘରେ କୁଲର-ଏସି ଚାଲିଛି। ଏଭଳି ପାଣିପାଗରେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସେମାନେ କୁହନ୍ତି ଯେ ସାମାନ୍ୟ ଅସାବଧାନତା ସ୍ୱାସ୍ଥ୍ୟକୁ ଖରାପ କରିପାରେ । ବିଶେଷ କରି ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ସମସ୍ୟା ଅଧିକ ବଢ଼ିପାରେ। ଆସନ୍ତୁ ଜାଣିବା ଶୀତ ଋତୁରେ ଅଧିକ ତାପମାତ୍ରା…

Read More