Author: Aradhana

Old Age People in India: ଭାରତରେ ବର୍ତ୍ତମାନ ସବୁଠାରୁ ଅଧିକ ଯୁବକ ଅଛନ୍ତି, କିନ୍ତୁ ଆଗାମୀ ୨୫ ବର୍ଷ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଡାକ୍ତରଙ୍କ ମତରେ ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ୨୦୫୦ ବେଳକୁ ଭାରତରେ ବୟସ୍କ ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶରେ ବୟସ୍କଙ୍କ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇବ। ବର୍ତମାନ ଭାରତରେ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୦୪ ନିୟୁତ ଥିବା ବେଳେ ୨୦୫୦ ସୁଦ୍ଧା ଏହା ୩୧.୯୦ କୋଟିକୁ ବୃଦ୍ଧି ପାଇପାରେ। ବିଶେଷଜ୍ଞମାନଙ୍କ ମତରେ ବୟସ୍କଙ୍କ ବଢୁଥିବା ଜନସଂଖ୍ୟାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗ ଉପରେ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସୁସ୍ଥ ବାର୍ଦ୍ଧକ୍ୟ ହେଉଛି ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ପ୍ରୋତ୍ସାହିତ…

Read More