Author: Aradhana

GST Hike : ଭାରତ ସରକାର କିଛି ଉତ୍ପାଦ ଉପରେ ଟିକସ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିବା। ଜିଏସଟି ଢାଞ୍ଚାରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ଗୋଷ୍ଠୀ ଏହା ପ୍ରସ୍ତାବ ଦେଇଛନ୍ତି। ଜାଣନ୍ତୁ କ’ଣ କ’ଣ ହେବାକୁ ଯାଉଛି ମହଙ୍ଗା। ସିଗାରେଟ୍, ତମାଖୁ ଉତ୍ପାଦ କିମ୍ବା କିଛି ନିର୍ଦ୍ଦିଷ୍ଟ ପାନୀୟ ପାଇଁ ଏବେ ଆପଣଙ୍କୁ ନିଜ ପକେଟକୁ ଅଧିକ କୋହଳ କରିବାକୁ ପଡ଼ିବ। ସେମାନଙ୍କ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଆପଣ ଏହାର ବ୍ୟବହାର ମଧ୍ୟ ହ୍ରାସ କରିପାରନ୍ତି । ଏହା ଦ୍ୱାରା ଆପଣଙ୍କ ଟଙ୍କା ସଞ୍ଚୟ ହେବା ସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁରକ୍ଷିତ ରହିବ। ଏଥିପାଇଁ ଭାରତ ସରକାର ସିଗାରେଟ୍, ତମାଖୁ ଉତ୍ପାଦ ଏବଂ ସ୍ୱତନ୍ତ୍ର ପ୍ରକାରର ପାନୀୟ ଉପରେ ଅଧିକ ଟିକସ ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ଏହି ସାମଗ୍ରୀ ଉପରେ ଜିଏସଟିକୁ ୨୮ ପ୍ରତିଶତରୁ ୩୫ ପ୍ରତିଶତକୁ…

Read More