Author: Aradhana

Drinking dirty water cause disease in India: ଅପରିଷ୍କାର ପାଣି ଯୋଗୁଁ ଅନେକ ରୋଗ ମାରାତ୍ମକ ରୂପ ଧାରଣ କରିଥାଏ। ଆମେ ଆପଣଙ୍କୁ ଭାରତରେ ଅପରିଷ୍କାର ପାଣି ଦ୍ୱାରା ହେଉଥିବା ରୋଗର ସମ୍ପୂର୍ଣ୍ଣ ତାଲିକା ଦେବୁ । ଦିନକୁ ଦିନ ଅପରିଷ୍କାର ପାଣି ଯୋଗୁଁ ହେଉଥିବା ରୋଗଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଉଭୟ ସହର ଓ ଦେଶରେ ଘରେ ବ୍ୟବହୃତ ପାଣି ଓ ପାନୀୟ ଜଳ ଯୋଗୁଁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତ ମଧ୍ୟ ଏଥିରୁ ଅଛୁଆଁ ନୁହେଁ। ସେପଟେ ଦେଶର ଅଧିକାଂଶ ଅଞ୍ଚଳ ମରୁଡିର ସମ୍ମୁଖୀନ ହେଉଛି । ଭାରତରେ ଏବେ ବି ଏମିତି କିଛି ସ୍ଥାନ ଅଛି ଯେଉଁଠି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳୁନାହିଁ । ଏକ ରିପୋର୍ଟ ଅନୁଯାୟୀ, ଅପରିଷ୍କାର ପାଣି ଯୋଗୁଁ ଅନେକ ରୋଗ ମାରାତ୍ମକ ରୂପ ଧାରଣ କରିଥାଏ। ଆଜି ଆମେ…

Read More