Author: Aradhana

Priyanka Halder Brutally Trolled: ଟିଭି ଅଭିନେତ୍ରୀ ପ୍ରିୟଙ୍କା ହାଲଦାର ଏବେ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ରାଇନାଙ୍କ ପ୍ରସିଦ୍ଧ ୟୁଟ୍ୟୁବ ଶୋ’ ‘ଇଣ୍ଡିଆଜ୍ ଗଟ୍ ଇଣ୍ଟୁମିଟେଡ୍’ର । ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ସାମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ୟୁଟ୍’ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। ଏହା ଏକ ରିଆଲିଟି ସୋ’ ଯେଉଁଥିରେ ପ୍ରତିଯୋଗୀମାନେ ନିଜର ଦକ୍ଷତା ଦେଖାଇଥାନ୍ତି। ତେବେ ଆଜିକାଲି ଏହି ସୋ’ର ଏକ ଭିଡିଓ କ୍ଲିପ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଟିଭି ଅଭିନେତ୍ରୀ ପ୍ରିୟଙ୍କା ହାଲଦାର ନିଜର ଡ୍ରେସ୍ କାଟୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଲୋକେ ପ୍ରିୟଙ୍କା ହାଲଦାରଙ୍କୁ ଜୋରଦାର ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବାସ୍ତବରେ ପ୍ରିୟଙ୍କା ଏହି ସୋ’ରେ ତାଙ୍କ ବନ୍ଧୁଙ୍କ ପାଇଁ…

Read More