Author: Aradhana

Airfares increased: ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି। ବଡ଼ଦିନ ଓ ନୂଆ ବର୍ଷ ଛୁଟିରେ ଯାତ୍ରୀଙ୍କୁ ବିମାନ ସେବା କମ୍ପାନୀଙ୍କ ଝଟକା। ବଢିଛି ବିମାନ ଭଡ଼ା। ଯଦିଓ ଗତ କିଛି ଦିନ ଧରି ପୂଜା ସିଜିନରେ ଯାତ୍ରୀଙ୍କ ସଂଖ୍ୟା ବଢିଛି, ତେବେ ମହଙ୍ଗା ହୋଇଛି ବିମାନ ସେବା। ଏହାରି ଭିତରେ ଗତ ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି। ଯାହାର…

Read More