Author: Aradhana

ଦୁନିଆର ୧୬ ପ୍ରତିଶତ ଜମି ଓ ସମ୍ପତ୍ତିର ମାଲିକ ଏହି ପରିବାରପାଖରେ ରହିଛି। ଅତ୍ୟଧିକ ଚାଷ ଜମି, ବିଶାଳ ଜଙ୍ଗଲ, ଆବାସିକ କଲୋନୀ, ସମୁଦ୍ର କୂଳ ଦୂର ଦୂରାନ୍ତରେ ବିସ୍ତାରିତ । ଗୋଟିଏ ସମୟରେ ଅଧା ଦୁନିଆ ଏହି ପରିବାର ଆଗରେ ମୁଣ୍ଡ ନୁଆଁଇ ଯାଉଥିଲା । ଏହି ପରିବାର ଗୁଡ଼ିକ କିଏ ଏବଂ ସେମାନଙ୍କର ସମ୍ପତ୍ତି କେଉଁଠାରେ ଅଛି? ଏହି ପରିବାରକୁ ଦୁନିଆର ସବୁଠାରୁ ବଡ ଜମିଦାର ବୋଲି କୁହାଯାଏ । ଦୁନିଆର ୧୬ ପ୍ରତିଶତ ଅଞ୍ଚଳରେ ଏମାନଙ୍କର ମାଲିକାନା ରହିଛି । ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହି ପୃଥିବୀର ସବୁସ୍ଥାନରେ ସେମାନଙ୍କର ଜମି ରହିଛି । ଏହି ଜମିଗୁଡିକ ମଧ୍ୟରେ ଚାଷ ଜମି, ଜଙ୍ଗଲ ଏବଂ ସହରାଞ୍ଚଳର ମୂଲ୍ୟବାନ ଜମି ଏବଂ ସମ୍ପତ୍ତି ଅନ୍ତର୍ଭୁକ୍ତ । ଏପରିକି ସମୁଦ୍ର କୂଳ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ସାରା ବିଶ୍ୱରେ ନିଜର ଜମି ଏବଂ ସମ୍ପତ୍ତି…

Read More