Author: Aradhana

ଟୋକିଓ ୧୯୬୪ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେବାର ଠିକ୍ ପୂର୍ବରୁ ଏହି ଲାଇନର ଉଦଘାଟନକୁ ବ୍ୟାପକ ଆନ୍ତର୍ଜାତିକ ସ୍ତରରେ  ପ୍ରଶଂସା କରାଯାଇଥିଲା ଏବଂ ଟ୍ରେନ୍ ଗୁଡ଼ିକର ଦ୍ରୁତ ଗତି ଏବଂ ନାକର ଏରୋଡାଇନାମିକ୍ ଭଳି ଆକାର ବୁଲେଟ୍ ଟ୍ରେନ୍ । ନିଜର ସ୍ପିଡ୍ ପାଇଁ ଜଣାଶୁଣା । ସମସ୍ତେ ପ୍ରାୟ ବୁଲେଟ୍ ଟ୍ରେନ୍ ବିଷୟରେ ଶୁଣିଥିବେ । ଏହି ଟ୍ରେନ୍ ଟ୍ରାକ୍‌ରେ ପବନ ସହ ଲଗାଏ ରେସ୍ । କିନ୍ତୁ କେବେ ଚିନ୍ତା କରିଛନ୍ତି ଏତେ ସ୍ପିଡ୍‌ରେ ରହିବା ପରେ ଟ୍ରାକ୍ରୁ କାହିଁକି ଖସି ନଥାଏ ବୁଲେଟ୍ ଟ୍ରେନ୍ । ବାସ୍ତବରେ ଏହା ପଛରେ କାମ କରିଥାଏ ଫିଜିକ୍ସ । ବୁଲେଟ ଟ୍ରେନ୍ ଟ୍ରାକ୍ରୁ ନଖସିବା ପାଇଁ ଏଥିରେ ଲଗାଯାଇଥାଏ ଅଟୋମେଟିକ୍ ବ୍ରେକିଙ୍ଗ୍ ସିଷ୍ଟମ । ଯାହା ସେନ୍ସର ପରି କାମ କରିଥାଏ । ଏହା ସ୍ଫଷ୍ଟ ଭାବେ ଦେଖାଇଥାଏ କି ଟ୍ରେନ୍ ଟ୍ରାକ୍ରୁ ଖସିପାରେ । ଯଦି କେତେବେଳେ…

Read More