Author: Aradhana

LIC Scholarship :ଏଲ୍ଆଇସି (ଭାରତୀୟ ଜୀବନ ବୀମା ନିଗମ) ଆର୍ଥିକ ଦୁର୍ବଳ ପରିବାରର ପିଲାଙ୍କ ପାଇଁ ସୁବର୍ଣ୍ଣ ଜୟନ୍ତୀ ବୃତ୍ତି ଆଣିଛି, ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମ ପାଇଁ କିସ୍ତିରେ ଟଙ୍କା ପ୍ରଦାନ କରାଯିବ। ଏଲଆଇସି ସୁବର୍ଣ୍ଣ ଜୟନ୍ତୀ ଛାତ୍ରବୃତ୍ତି ଯୋଜନାରେ ଆର୍ଥିକ ଦୁର୍ବଳ ପରିବାରର ପିଲାଙ୍କୁ ଦୃଷ୍ଟିରେ ରଖି ଏଲଆଇସି (ଭାରତୀୟ ଜୀବନ ବୀମା ନିଗମ) ଏଲଆଇସି ସୁବର୍ଣ୍ଣ ଜୟନ୍ତୀ ଛାତ୍ରବୃତ୍ତି ୨୦୨୪ ଆରମ୍ଭ କରିଛି । ୨୦୨୧-୨୨, ୨୦୨୨-୨୩ କିମ୍ବା ୨୦୨୩-୨୪ ଶିକ୍ଷାବର୍ଷରେ ଅତିକମ୍ ୬୦ ପ୍ରତିଶତ ମାର୍କ (କିମ୍ବା ସମାନ ଗ୍ରେଡ୍) ସହ ଦ୍ୱାଦଶ ଶ୍ରେଣୀ କିମ୍ବା ଡିପ୍ଲୋମା ପାସ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହି ସ୍କଲାରସିପ୍ ଖୋଲା ରହିବ। ୨୦୨୪-୨୫ରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଏହି ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ ଏହି ସ୍କଲାରସିପ ଅଧୀନରେ ଚୟନ ହେବାକୁ ଥିବା ଝିଅମାନଙ୍କୁ ଦଶମ…

Read More