Author: Aradhana

UPI Changes : ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏନପିସିଆଇ ଚଳିତ ବର୍ଷ ୟୁପିଆଇରେ ଅନେକ ଜରୁରୀ ପରିବର୍ତ୍ତନ କରିଛି । ୟୁପିଆଇ ସର୍କଲ ନାମକ ଏକ ନୂଆ ଫିଚର ଲଞ୍ଚ କରାଯାଇଛି, ୱାଲେଟ୍ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ଭାରତରେ କିଛି ଦିନ ହେବ କାରବାର ପାଇଁ ଅନଲାଇନ୍ ପେମେଣ୍ଟର ଟ୍ରେଣ୍ଡ ବୃଦ୍ଧି ପାଇଛି। ଏଥିପାଇଁ ୟୁନାଇଟେଡ୍ ପେମେଣ୍ଟ  ଇଣ୍ଟରଫେସ୍ (ୟୁପିଆଇ)କୁ ଅଧିକରୁ ଅଧିକ ବ୍ୟବହାର କରାଯାଉଛି। ଚଳିତ ବର୍ଷ କିଛି ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨୦୨୪ରେ ଏନପିସିଆଇ (ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ୟୁପିଆଇ ମାଧ୍ୟମରେ ପ୍ରାୟ ୧୫,୪୮୨ ନିୟୁତ କାରବାର ହୋଇଛି। ଏହି ସମୁଦାୟ ରାଶି ହେଉଛି ୨୧,୫୫,୧୮୭.୪ କୋଟି ଟଙ୍କା। ଚଳିତ ବର୍ଷ ୟୁପିଆଇ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି, ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି…

Read More