Author: NAZMEEN PARWEEN

Astronaut:ନାସା ଅଭିଯାନରେ ଭାରତୀୟ ଯବାନ। ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ନାସାର ମିଶନ୍‌-ଫୋର ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି। ମିଶନ୍‌ ଫୋର ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି । ଭାରନାସା ଅଭିଯାନରେତୀୟ ଯବାନ । ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ନାସାର ମିଶନ୍‌ – ଫୋର ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି । ମିଶନ୍‌ ଫୋର୍‌ ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି ।ଖୁବଶୀଘ୍ର ମହାକାଶକୁ ଯିବେ ଶୁଭାଂଶୁ । ସ୍ପେଶ୍-ଏକ୍ସର ଡ୍ରାଗନ୍ ସ୍ପେଶ୍ କ୍ରାଫ୍ଟକୁ ନେଇ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ଶୁଭାଂଶୁ । ପ୍ରଥମ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ । ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ଟ୍ରେନିଂ ନେଇ ସାରିଛନ୍ତି ଶୁଭାଂଶୁ । ପେଗି ହ୍ବିଟସନ୍ ମିଶନ୍‌ ଫୋର ଅଭିଯାନର କମାଣ୍ଡ…

Read More