Author: Aradhana

Kalasarpa Dosha : ମୟୂରର ପର ଧାର୍ମିକ, ଜ୍ୟୋତିଷୀୟ ଏବଂ ଆୟୁର୍ବେଦିକ ମହତ୍ତ୍ୱ ଅଛି। ଏହାକୁ ଘରେ ରଖିଲେ ଅମଙ୍ଗଳ ହୁଏ ଏବଂ ଧନ, ସୁଖ-ଶାନ୍ତି ବୃଦ୍ଧି ପାଇଁ ସାହାଯ୍ୟ କରେ। ମୟୂରଙ୍କର ପଙ୍ଖ କାଳ-ସର୍ପ ଦୋଷ ଏବଂ ଅନ୍ୟାନ୍ୟ ବାଧା ଦୂର କରିବାରେ ସାହାଯ୍ୟ କରେ । ମୟୂର ପର ରଖିଲେ କଣ ହୋଇଥାଏ  ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମୟୂର ପର ବ୍ୟବହାର କରିବାକୁ ନେଇ ଏହି ବିଶ୍ୱାସ ଅଛି ଯେ ମୟୂର ପର ବ୍ୟବହାର କରିଲେ ଅମଙ୍ଗଳ ଟଳିଯାଏ, ବିଶେଷ କରି ଦୁରାତ୍ମା ପାଖରେ ଆସି ନଥାଏ । ସମସ୍ତ ଶାସ୍ତ୍ର ଓ ଗ୍ରନ୍ଥ ତଥା ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ମୟୂରର ପରର ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଛି। ମୟୂରର ପର ଘରେ ରଖିବାର ବହୁତ ମହତ୍ତ୍ୱ ଅଛି, ଏହାର ଧାର୍ମିକ ବ୍ୟବହାର ମଧ୍ୟ ଅଛି। ଏହାକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ମୁକୁଟରେ ସ୍ଥାନ ଦେଇ…

Read More