Author: Purva Paksha

CM Grievance:  ବିଗତ ୯ ମାସରେ ୩୨ଟି ସୋମବାର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣ ଦେଖାଇ ମୁଖ୍ୟମନ୍ତ୍ରୀ କେବଳ ୬ ଦିନ ହିଁ ଲୋକଙ୍କୁ ଭେଟିଛନ୍ତି, ତାଙ୍କ ଦୁଃଖ ସୁଖ ବୁଝିଛନ୍ତି। ଇଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ନା ଖାଲି ପ୍ରଚାର କରୁଛନ୍ତି?  ଲୋକଙ୍କ ଦୁଃଖ ଶୁଣୁଛନ୍ତି ନା ପ୍ରହେଳିକା ତିଆରି କରୁଛନ୍ତି?  ବିଧାନସଭାରେ ନିଜକୁ ଶିଶୁ ବୋଲି କହି ବିରୋଧୀ ଦଳଠୁ ବର୍ତ୍ତିବା ଲାଗି ପ୍ରୟାସ କରୁଥିବା ଏ ମୁଖ୍ୟମନ୍ତ୍ରୀ ସତରେ କ’ଣ ଲୋକଙ୍କ ମନରେ ନିଜର ସରଳ ଚିତ୍ରପଟକୁ ରକ୍ଷା କରିପାରୁଛନ୍ତି? ଏ ଭିତରେ ୯ ମାସ ବିତିଗଲାଣି ସରକାରକୁ। କିନ୍ତୁ ଯେଉଁ ଉତ୍କଣ୍ଠାର ସହ ସାଧାରଣ ଲୋକେ ସରକାର ବଦଳାଇଥିଲେ ତାହାର ସଫଳ ବାସ୍ତବତା ଦେଖିବାକୁ ମିଳୁ ନାହିଁ। ଏପରିକି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକ ଭେଟିବାକୁ ବି ସୁଯୋଗ ପାଉନାହାନ୍ତି। ବିଗତ ୯ ମାସରେ ୩୨ଟି ସୋମବାର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲେ…

Read More