Author: Purva Paksha

BJP vs AAP on Delhi CM office: ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ତଥା ଆପ୍‍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ବିଜେପି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଏବଂ ସର୍ଦ୍ଦାର ଭଗତ ସିଂହଙ୍କ ଫଟୋ ମୁଖ୍ୟମନ୍ତ୍ରୀ ଅଫିସରୁ ହଟାଇ ଦେଇଛନ୍ତି। ଏହାପରେ ବିଜେପି ସିଏମ ହାଉସର ଫଟୋ ଜାରି କରି ପ୍ରତିକ୍ରିୟା ରଖିଛି। ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଭବନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାବା ସାହେବ ଡ. ଭୀମରାଓଙ୍କ ଫଟୋ ବାଧ୍ୟତାମୂଳକ କି? ସମଗ୍ର ବ୍ୟବସ୍ଥା କ’ଣ କହୁଛି? ପ୍ରତୀକବାଦର ରାଜନୀତିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ନିଜକୁ କଟ୍ଟର ସଚ୍ଚୋଟ କହୁଥିବା ଆମ ଆଦାମୀ ପାର୍ଟି ଆମ୍ବେଦକ ଓ ଭଗତ ସିହଂଙ୍କ ଫଟୋକୁ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ…

Read More