Author: Purva Paksha

ଚାରି ବିଶ୍ୱ ପ୍ରତିଭାଙ୍କୁ ସମ୍ମାନ, ସାମ୍ବାଦିକତା ଓ ଯୁବଶକ୍ତି ଉପରେ ଗଭୀର ଚର୍ଚ୍ଚା ଏକ ବିଶ୍ୱବିଦ୍ୟାଳୟ କେବଳ ଇଟା-ପଥରର କ୍ୟାମ୍ପସ୍‌ ନୁହେଁ; ସେଠାରେ ଗଢ଼ିଉଠେ ଚିନ୍ତାଧାରା, ମୂଲ୍ୟବୋଧ ଓ ଭବିଷ୍ୟତର ନେତୃତ୍ୱ। ୨୨ ବର୍ଷର ଯାତ୍ରା ପୂରଣ କରିଥିବା କିଟ୍‍ ତାହାର ପ୍ରତିଷ୍ଠା ଦିବସକୁ ଏକ ଅନୁଷ୍ଠାନ ଭାବରେ ନୁହେଁ, ଏକ ଦୃଷ୍ଟିର ଉତ୍ସବ ଭାବେ ପାଳନ କରଛି। ଏହି ଅବସରରେ ଚାରିଜଣ ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ “କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର” ପ୍ରଦାନ କରାଗଲା। କେବଳ ସମ୍ମାନ ନୁହେଁ— ଏହା ଏକ ସନ୍ଦେଶ ଥିଲା: ଜ୍ଞାନ, ସେବା ଓ ନୈତିକତା ମାନବତାର ମୂଳ ଶକ୍ତି। We are pleased to share that the 22nd Foundation Day of KIIT Deemed to be University was marked by the gracious presence of eminent global leaders and spiritual luminaries, who were warmly welcomed…

Read More