Author: Purva Paksha

Impeachment : ସର୍ବୋଚ୍ଚ ନ୍ୟାୟାଳୟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟସଭାରେ ଅତି କମରେ ୫୦ ଜଣ ସାଂସଦଙ୍କ ଦ୍ୱାରା ନୋଟିସ୍‍ ଆକାରରେ ଅନୁରୋଧ ଦାଖଲ କରାଯାଏ। ରାଜ୍ୟସଭାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‍ ଶେଖର କୁମାର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ନୋଟିସ୍‍ ଦେବାକୁ ବିରୋଧୀ ପ୍ରସ୍ତୁତି ଚଳାଇଥିବାବେଳେ ମହାଭିଯୋଗ ପ୍ରକ୍ରିୟା ଲମ୍ବା ଏବଂ ଇତିହାସରେ ଏପର୍ଯ୍ୟନ୍ତ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ କୌଣସି ପ୍ରୟାସ ଶେଷ ହୋଇନାହିଁ। ଏହା ହେଉଛି ମହାଭିଯୋଗ ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟସଭାରେ ଅତି କମରେ ୫୦ ଜଣ ସାଂସଦଙ୍କଦ୍ୱାରା ନୋଟିସ୍‍ ଆକାରରେ ଅନୁରୋଧ ଦାଖଲ କରାଯାଏ । ନୋଟିସ୍ ଗ୍ରହଣ ହେବା ପରେ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପରିପ୍ରେକ୍ଷୀରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି।…

Read More