Author: Purva Paksha

Raj Kapoor film festival: ମୁମ୍ବାଇରେ ଚାଲିଥିବା ରାଜ କପୁର ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ, କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍, ପ୍ରେମ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ। ରାଜ କପୁର ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଥିଲେ । ଆଲିଆ କ୍ରିମ ରଙ୍ଗର ଶାଢ଼ିପିନ୍ଧି ସାମିଲ ହୋଇଥିବାବେଳେ ରଣବୀର ତାଙ୍କ କଳା ରଙ୍ଗର ଶେରୱାନୀରେ ଚମତ୍କାର ଦେଖାଯାଉଥିଲେ । ବଲିଉଡର ରାଜଦମ୍ପତି ସୈଫ୍ ଅଲ୍ଲୀ ଖାନ୍ ଏବଂ କରୀନା କପୁର। ରାଜ କପୁର ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ମା’ ଝିଅ ଯୋଡ଼ି ରିଦ୍ଧିମା ଓ ନୀତୁ କପୁରଙ୍କ ଫଟୋ ଉଠାଇଥିଲେ। ହିନ୍ଦୀ ସିନେମାର ଷ୍ଟାଇଲ ଡିଭା ତଥା ଅଭିନେତ୍ରୀ କରୀନା କପୁର ଏକ ଚିତ୍ର ଭଳି ସୁନ୍ଦର ଦେଖାଯାଉଥିଲେ । ରାଜ କପୁର ଫିଲ୍ମ…

Read More