Author: Purva Paksha

ଜାନୁୟାରୀ ପହିଲାରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ବିଜେପି ଶାସିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିପାଇଁ ଏକ ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଲୋକଙ୍କ ପାଇଁ ସହଜ ହେଲା ପରି ଆପ୍‌ ଜରିଆରେ ସେମାନେ ପଞ୍ଜୀକରଣ, ଆବେଦନ ଏବଂ ଅନ୍ୟାନ୍ୟ ସେବା ହାସଲ କରିପାରିବେ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଉତ୍ତରାଖଣ୍ଡର ୟୁସିସି ଆଇନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ଵାସର ଭାବନା ସହିତ ସମାଜକୁ ଏକ ନୂଆ ଦିଗ ପ୍ରଦାନ କରିବେ। ଏହି ଆଇନ ସଶକ୍ତିକରଣର ଦ୍ଵାର ଖୋଲିବ, ବିଶେଷକରି ଦେବଭୂମିର ମହିଳା ଏବଂ ଶିଶୁଙ୍କ ଲାଗି ସହାୟକ ହେବ। ଉତ୍ତରାଧିକାରୀ ଆଇନ ଏବେ ପ୍ରଚଳିତ ସମ୍ପ୍ରତି ଉତ୍ତରାଧିକାରୀ ଭାରତ ଭାରତୀୟ ଉତ୍ତରାଧିକାର ଆଇନ, ୧୯୨୫, ହିନ୍ଦୁ…

Read More