Author: Purva Paksha

Sheikh Hasina: ପ୍ରଶ୍ନ ଉଠୁଛି, ଶେଖ୍ ହସିନାଙ୍କ ଭଳି ଜଣେ ପାକିସ୍ତାନୀ ନେତା କ’ଣ ଭାରତକୁ ପଳାଇ ପାରିବେ? ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି କୌଣସି ପ୍ରତ୍ୟର୍ପଣ ଚୁକ୍ତି ଅଛି କି? ଆସନ୍ତୁ ଜାଣିବା… ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ଭାରତରେ ରାଜନୈତି ଶରଣ ନେଇଛନ୍ତି। ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ସେ ଭାରତକୁ ପଳାଇ ଆସିଥିଲେ। ଏବେ ବାଂଲାଦେଶର ଅନ୍ତରୀଣ ୟୁନୁସ୍ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରୁଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଏହା କରାଯାଉଛି। ବାଂଲାଦେଶ ସରକାର ମଧ୍ୟ ଏ ନେଇ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ତେବେ ଏହି ଚୁକ୍ତି ଅନୁସାରେ ଶେଖ୍‍ ହସିନାଙ୍କୁ ଭାରତ, ବାଂଲାଦେଶକୁ ପ୍ରତ୍ୟାର୍ପଣ କରିବ କି ନାହିଁ ତାହା ଭାରତ ଉପରେ ନିର୍ଭର କରେ। ଏବେ ପ୍ରଶ୍ନ ଉଠୁଛି, ଶେଖ୍ ହସିନାଙ୍କ ଭଳି ପାକିସ୍ତାନର କୌଣସି ନେତା କ’ଣ ଭାରତରେ…

Read More