Author: Purva Paksha

Income Tax: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବଜେଟ୍ ୨୦୨୫ର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ମଧ୍ୟବିତ୍ତ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି କରିବା । ୨୦୨୪ ବଜେଟରେ ମଧ୍ୟବିତ୍ତଙ୍କ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ଟିକସ, ଶକ୍ତି, ନଗର ଉନ୍ନୟନ, ଖଣି, ଅର୍ଥ, ନିୟନ୍ତ୍ରଣ ଆଦି ୬ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ‘ବିକଶିତ ଭାରତ’ର ଲକ୍ଷ୍ୟରେ ଶୂନ୍ୟ ଦାରିଦ୍ର୍ୟ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଅନ୍ତର୍ଭୁକ୍ତ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କେନ୍ଦ୍ର ବଜେଟ୍ ୨୦୨୪ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ‘ଉଦୀୟମାନ ମଧ୍ୟବିତ୍ତବର୍ଗ’ଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୨୫ ବଜେଟରେ ଟିକସ, ଶକ୍ତି, ନଗର ଉନ୍ନୟନ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ନୀତି ଭଳି ୬ଟି ପ୍ରମୁଖ କ୍ଷେତ୍ରରେ ସଂସ୍କାରକୁ ପ୍ରାଥମିକତା ଦିଆଯାଇଛି। ୦-୪ ଲକ୍ଷ ଟଙ୍କା – ୦% ୪-୮ ଲକ୍ଷ…

Read More