ଔରଙ୍ଗଜେବଙ୍କ ହିନ୍ଦୁ ପତ୍ନୀ ଯିଏ ତାଙ୍କ ମୃତ୍ୟୁରେ ସତୀ ହେବାର କରିଥିଲେ ପ୍ରତିଜ୍ଞା

Aurangzeb’s Hindu Wife: ଔରଙ୍ଗଜେବଙ୍କ ମୃତ୍ୟୁ ପରେ ତାଙ୍କ ହିନ୍ଦୁ ପତ୍ନୀ ଉଦୟପୁରୀ ସତୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୋଗଲ ସମ୍ରାଟ୍‍ ତାଙ୍କ ପୁଅ କାମ ବକ୍ସଙ୍କୁ ଲେଖିଥିବା ଏକ ଚିଠିରେ ଏହା ପ୍ରକାଶ କରିଛନ୍ତି। ୧୭୦୭ ମସିହାରେ ଔରଙ୍ଗଜେବଙ୍କ ମୃତ୍ୟୁର ମାତ୍ର କିଛିମାସ ପରେ ଉଦୟପୁରୀଙ୍କର ଦେହାନ୍ତ ହୋଇଥିଲା। ଔରଙ୍ଗଜେବଙ୍କର ନବାବ ବାଇ ଏବଂ ଉଦୟପୁରୀ ନାମକ ଦୁଇ ହିନ୍ଦୁ ପତ୍ନୀ ଥିଲେ। ଔରଙ୍ଗଜେବଙ୍କ ପତ୍ନୀ ଉଦୟପୁରୀ ସତୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। … Continue reading ଔରଙ୍ଗଜେବଙ୍କ ହିନ୍ଦୁ ପତ୍ନୀ ଯିଏ ତାଙ୍କ ମୃତ୍ୟୁରେ ସତୀ ହେବାର କରିଥିଲେ ପ୍ରତିଜ୍ଞା