ଆଖି ଦେଖାଇବାରୁ ଆଖି ତାଡ଼ିଦେଇଥିଲା ଔରଙ୍ଗଜେବ

Aurangzeb and Chhatrapti Sambhaji Maharaj Enmity: ଛତ୍ରପତି ସମ୍ଭାଜୀ ମହାରାଜ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ପ୍ରଥମ ଯୁଦ୍ଧ ଏବଂ ୩୨ ବର୍ଷ ବୟସରେ ତାଙ୍କର ଶେଷ ଯୁଦ୍ଧ ଲଢ଼ିଥିଲେ। ଏତେ କମ୍ ସମୟ ମଧ୍ୟରେ ସେ ମୋଟ ୧୨୦ଟି ଯୁଦ୍ଧ ଲଢ଼ି ବିଜୟୀ ହୋଇଥିଲେ। ମୋଗଲ ଶାସକ ଔରଙ୍ଗଜେବ କେବଳ ତାଙ୍କୁ ପରାସ୍ତ କରିବାର ସ୍ୱପ୍ନ ଦେଖିପାରିଥିଲେ। ଯେତେବେଳେ ବିକି କୌଶଲ ଫିଲ୍ମ ଛଭାରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଥିଲେ, … Continue reading ଆଖି ଦେଖାଇବାରୁ ଆଖି ତାଡ଼ିଦେଇଥିଲା ଔରଙ୍ଗଜେବ