ଭାରତରୁ ଫେରୁଥିବା ଇରାନୀ ଜାହାଜ ଉପରେ ଆକ୍ରମଣ! || Attack on Iranian ship returning from India!

ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରାରମ୍ଭିକ ଦିନରେ, ଆମେରିକା ନୌସେନା ଏକ ଆକ୍ରମଣରେ ଇରାନୀ ନୌସେନା ଫ୍ରିଗେଟ୍, IRIS ଡେନାକୁ ବୁଡ଼ାଇ ଦେଇଥିଲା। ଏହି ଇରାନୀ ନୌସେନା ଜାହାଜ ଭାରତର ବିଶାଖାପାଟଣାରେ ଅନୁଷ୍ଠିତ ଏକ ସାମରିକ ଅଭ୍ୟାସରୁ ଫେରୁଥିଲା। ମାର୍ଚ୍ଚ ୪ତାରିଖ ସକାଳେ, ଯେତେବେଳେ ଏହା ଶ୍ରୀଲଙ୍କା ନିକଟବର୍ତ୍ତୀ ଅନ୍ତର୍ଜାତୀୟ ଜଳସୀମାରେ ଥିଲା, ଏକ ଆମେରିକୀୟ ବୁଡ଼ାଜାହାଜ ଏହା ଉପରେ ଆକ୍ରମଣ କରିଥିଲା। ବର୍ତ୍ତମାନ, ପ୍ରାୟ ଦେଢ଼ ମାସ ପରେ, ଇରାନୀ ନୌସେନା ଜାହାଜର ବଞ୍ଚିଥିବା … Continue reading ଭାରତରୁ ଫେରୁଥିବା ଇରାନୀ ଜାହାଜ ଉପରେ ଆକ୍ରମଣ! || Attack on Iranian ship returning from India!