କେନ-ବେତଓ୍ୱା ନଦୀ ସଂଯୋଗୀକରଣର ଶୁଭାରମ୍ଭ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ୱର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ୱାଧୀନ ସରକାରର ଏକ ବର୍ଷ ପୂର୍ତ୍ତି … Continue reading ଅଟଳଙ୍କ ସ୍ୱପ୍ନ, ମୋଦିଙ୍କ ସାକାର
Copy and paste this URL into your WordPress site to embed
Copy and paste this code into your site to embed