ସଂସଦରେ ଭାଷଣ ଦେବା ପାଇଁ ନିର୍ଦ୍ଧାରିତ ସମୟରେ ରାହୁଲ ଭିଏତନାମରେ ଥିଲେ: ଅମିତ ଶାହା

ସଂସଦର କାର୍ଯ୍ୟଶୈଳୀକୁ ନେଇ ରାହୁଲଗାନ୍ଧିଙ୍କ ସମାଲୋଚନା ଉପରେ ଗୃହମନ୍ତ୍ରୀ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ବୋଧହୁଏ ଜାଣନ୍ତି ନାହିଁ ଯେ ଗୃହରେ କହିବା ପାଇଁ କିଛି ନିୟମ ରହିଛି, ଯାହାକି ଇଚ୍ଛା ଅନୁସାରେ ଚାଲିପାରିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଲୋକସଭାରେ ଭାଷଣ ଦେବା ପାଇଁ ନିର୍ଦ୍ଧାରିତ ସମୟରେ ବିରୋଧୀ ଦଳ ନେତା ଭିଏତନାମରେ ଥିଲେ। କର୍ଣ୍ଣାଟକର କଂଗ୍ରେସ … Continue reading ସଂସଦରେ ଭାଷଣ ଦେବା ପାଇଁ ନିର୍ଦ୍ଧାରିତ ସମୟରେ ରାହୁଲ ଭିଏତନାମରେ ଥିଲେ: ଅମିତ ଶାହା