ଦୋଳପୂର୍ଣ୍ଣମୀ ଓ ହୋଲି ପରେ ପୁଣିଥରେ ବିଧାନସଭାର ବଜେଟ୍ ଅଧିବେଶନ ବୈଠକ ଆଜିଠାରୁ ଆରମ୍ଭ ହେବ। ଶାସକ ଦଳ ପକ୍ଷରୁ ଗୃହରେ ବଜେଟ୍ ଆଲୋଚନା ଲାଗି ପ୍ରସ୍ତୁତି ହୋଇଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେଡି ପକ୍ଷରୁ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧ ପ୍ରଦର୍ଶନ ହୋଇପାରେ। ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନାକୁ କଂଗ୍ରେସ ପୂର୍ବଭଳି ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ … Continue reading ବିଧାନସଭା: ହଟିବ କି ଅଚଳାବସ୍ଥା?
Copy and paste this URL into your WordPress site to embed
Copy and paste this code into your site to embed