ବିଧାନସଭା ରାଜନୀତି: ବିରୋଧୀ ଦଳ ସୁଧୁରୁ ନାହିଁ କି ଶାସକ ଦଳ ଶିଖୁ ନାହିଁ

Assembly politics: ବିରୋଧୀ ଦଳର ସଦସ୍ୟମାନେ ବି ସେମାନଙ୍କ ସ୍ଥିତିକୁ ଭୁଲି ଯାଉଛନ୍ତି। ବିଭିନ୍ନ ବିଭାଗରେ ଥିବା ତ୍ରୁଟି ବିଚ୍ୟୁତିକୁ ସାମ୍ନାକୁ ଆଣିବାଦ୍ଵାରା ସେମାନେ ନବୀନ ସରକାରଙ୍କ କାର୍ଯ୍ୟକଳାପକୁ ହିଁ ପଦାରେ ପକାଉ ନାହାନ୍ତି କି? ଓଡ଼ିଶାରେ ଏବେ ଏକ ପ୍ରକାର ଅଦ୍ଭୁତ ରାଜନୀତି ଚାଲିଛି। ବିରୋଧୀ ଦଳ ସୁଧୁରୁ ନାହିଁ କି ଶାସକ ଦଳ କିଛି ଶିଖୁ ନାହିଁ। ଚଳିତ ବଜେଟ୍‍ ଅଧିବେଶନ ସମୟରେ ବିଧାନସଭାରେ ଦେଖାଯାଇଥିବା ହଙ୍ଗାମା ପରିପ୍ରେକ୍ଷୀରେ ଏସବୁ କଥା ମନକୁ ଆସିଛି। … Continue reading ବିଧାନସଭା ରାଜନୀତି: ବିରୋଧୀ ଦଳ ସୁଧୁରୁ ନାହିଁ କି ଶାସକ ଦଳ ଶିଖୁ ନାହିଁ