ରାଜ୍ୟ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୁର୍ଥ ଦିନରେ ଗୃହ ଚାଲିପାରି ନାହିଁ। ସମ୍ପୂର୍ଣ୍ଣ ପ୍ରଥମାର୍ଦ୍ଧ ଧୋଇଯାଇଛି । ରାଜ୍ୟ ସରକାର ସମସ୍ତ ପ୍ରସଙ୍ଗକୁ ଶୁଣି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଥିଲେ ମଧ୍ୟ ବିରୋଧୀଙ୍କ ସହଯୋଗ ପାଉ ନଥିବା ଅଭିଯୋଗ କରିଛନ୍ତି। ଏପରି ଆରୋପ ପ୍ରତ୍ୟାରୋପ ଭିତରେ ଆଜି ଗୃହ ମାତ୍ର ୭ ମିନିଟ ଚାଲିପାରିଛି। ଏହି ସମୟରେ ଅସ୍ୱଭାବିକ ପରିସ୍ଥିତି, ପ୍ଲାକାର୍ଡ ପ୍ରଦର୍ଶନ, ନାରାବାଜୀ ଏବଂ ଗୃହର … Continue reading Assembly in abeyance today, BJD and Congress members clash ।। ଆଜି ବି ଅଚଳ ବିଧାନସଭା , ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ।
Copy and paste this URL into your WordPress site to embed
Copy and paste this code into your site to embed