ବଢ଼ୁଛି ଆସ୍କା ୪୦; ଦେଶୀ ମଦ କାରବାର ବଢ଼ାଉଛନ୍ତି ସରକାର
ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର। ଆଜି ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସମବାୟ ଆନ୍ଦୋଳନରେ ଗଢ଼ା ହୋଇଥିବା ୪ଟି ଚିନିକଳରୁ ମାତ୍ର ଗୋଟିଏ ଚିନିକଳ … Continue reading ବଢ଼ୁଛି ଆସ୍କା ୪୦; ଦେଶୀ ମଦ କାରବାର ବଢ଼ାଉଛନ୍ତି ସରକାର
Copy and paste this URL into your WordPress site to embed
Copy and paste this code into your site to embed