“Asha” volunteers celebrate Ashtami with disabled children guang ।। ଜୁଆଙ୍ଗ ଭିନ୍ନକ୍ଷମ ପିଲାଙ୍କ ସହିତ “ଆଶା” ର ସ୍ଵେଚ୍ଛାସେବୀ ମାନେ ପାଳିଲେ ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ ଦିନ ନିତ୍ୟାନନ୍ଦ ପୁର ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ” ଆଶା” ର ସ୍ଵେଚ୍ଛାସେବୀ ମାନେ ଗାଁ ଠାରୁ ସାତ କିଲୋମିଟର ଦୂରରେ ଅବସ୍ଥିତ ଘୁଙ୍ଗି ଗାଁର ନଟବର ଜୁଆଙ୍ଗଙ୍କ ଭିନ୍ନକ୍ଷମ ଚାରି ଝିଅଙ୍କ ସହିତ ପ୍ରଥମାଷ୍ଟମୀ ପାଳିଛନ୍ତି। ସ୍ଵେଚ୍ଛାସେବୀ ମାନେ ପିଲାଙ୍କ ପାଇଁ ନୂଆ ଶାଲ, ସାମ୍ପୁ, ସାବୁନ୍, ତେଲ, ବିନ୍ଦି, ନେଲ୍ ପୋଲିସ୍, ଚୁଡା, ଗୁଡ, ଆଳୁ, ପିଆଜ, ବିସ୍କୁଟ ଇତ୍ୟାଦି ନେଇକି ଯାଇଥିଲେ। ତା ସହିତ କିଛି ଶୀତ ବସ୍ତ୍ର ମଧ୍ୟ ତାଙ୍କୁ ପ୍ରଦାନ … Continue reading “Asha” volunteers celebrate Ashtami with disabled children guang ।। ଜୁଆଙ୍ଗ ଭିନ୍ନକ୍ଷମ ପିଲାଙ୍କ ସହିତ “ଆଶା” ର ସ୍ଵେଚ୍ଛାସେବୀ ମାନେ ପାଳିଲେ ପ୍ରଥମାଷ୍ଟମୀ