ଓୱେସୀଙ୍କ ଧମକ ‘ଇଞ୍ଚେ ବି ୱାକଫ୍‍ ଜମି ଛାଡ଼ିବୁ ନାହିଁ’

Asaduddin Owaisi on Waqf Bill: ଲୋକସଭାରେ ନିଜ ଅଭିଭାଷଣରେ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ ଏହି ସରକାରଙ୍କୁ ଚେତାବନୀ ଦେଉଛନ୍ତି- ଯଦି ଆପଣ ୱାକଫ୍ ବିଲ୍‍କୁ ସଂସଦକୁ ବର୍ତ୍ତମାନର ରୂପରେ ଆଣନ୍ତି ଏବଂ ଏହାକୁ ଆଇନରେ ପରିଣତ କରନ୍ତି, ତେବେ ଏହା ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ। ଏହାକୁ ସମଗ୍ର ମୁସଲମାନ ସମ୍ପ୍ରଦାୟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିଜ ଗରମାଗରମ ବୟାନ ପାଇଁ ଜଣାଶୁଣ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କେନ୍ଦ୍ର ସରକାରଙ୍କୁ ଚେତାନବୀନ … Continue reading ଓୱେସୀଙ୍କ ଧମକ ‘ଇଞ୍ଚେ ବି ୱାକଫ୍‍ ଜମି ଛାଡ଼ିବୁ ନାହିଁ’