ଅର୍ଥମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ କରିବା ମାତ୍ରେ ବିରୋଧୀଙ୍କ ହଙ୍ଗାମା

ବାହାରକୁ ଯିବାର ବାହାନା କେଲ, ୨ମିନିଟରେ ଫେରି ଆସିଥିଲେ। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବଜେଟ୍ ଅଭିଭାଷଣ ପାଇଁ ଠିଆ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା।  ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ତାଙ୍କ ଦଳର ଅନ୍ୟ ସାଂସଦମାନେ ପ୍ରୟାଗରାଜ କୁମ୍ଭ ସମୟରେ ମୌନି ଅମାବାସ୍ୟାରେ ଘଟିଥିବା ଦଙ୍ଗାକୁ ନେଇ ପ୍ରସଙ୍ଗ ଉଠାଇବା ଆରମ୍ଭ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତ ହେବାକୁ ପରାମର୍ଶ ଦେଇଥିଲେ। … Continue reading ଅର୍ଥମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ କରିବା ମାତ୍ରେ ବିରୋଧୀଙ୍କ ହଙ୍ଗାମା