ଆସିଛି ବଣଭୋଜି ଋତୁ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମଣ୍ଡାସରୁ କୁଟି
କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ ଲୋକମାନେ ଛୁଟି ନେଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ … Continue reading ଆସିଛି ବଣଭୋଜି ଋତୁ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମଣ୍ଡାସରୁ କୁଟି
Copy and paste this URL into your WordPress site to embed
Copy and paste this code into your site to embed