Arvind’s ‘Simpathy Scheme’ has gone haywire || ଫୁସୁକି ଗଲା ଅରବିନ୍ଦଙ୍କ ‘ସିମ୍ପାଥି ଯୋଜନା’

ଓଡ଼ିଶାର ପ୍ରଶାସନିକ ମହଲରେ ଆଜି “ପାଢ଼ୀ” ଶବ୍ଦଟି କେବଳ ଗୋଟିଏ ଉପନାମ ନୁହେଁ—ଏହା ଗୋଟିଏ ଧାରଣା, ଗୋଟିଏ ଛବି, ଏବଂ ଗୋଟିଏ ବିବାଦର ପରିଚୟ। ଯେତେବେଳେ ପ୍ରଶାସନିକ ମହଲର କେହି “ଟ୍ୱିଟର ପାଢ଼ୀ” କହନ୍ତି, ସେଥିରେ ସ୍ୱତଃସ୍ଫୁର୍ତ୍ତ ଭାବେ ଉଭା ହୋଇଯାଆନ୍ତି ଡ. ଅରବିନ୍ଦ ପାଢ଼ୀ। ଗତ କିଛିବର୍ଷ ଧରି ଡ. ପାଢ଼ୀ ତାଙ୍କ ସରକାରୀ କାର୍ଯ୍ୟରୁ ଅଧିକ, ସାମାଜିକ ଗଣମାଧ୍ୟମ—ବିଶେଷକରି ଟ୍ୱିଟରରେ ତାଙ୍କ ଉପସ୍ଥିତି ପାଇଁ ପରିଚିତ। ଜନସେବା ଯେଉଁଠି କାଗଜ, ଫାଇଲ୍, ନୀତି ଓ … Continue reading Arvind’s ‘Simpathy Scheme’ has gone haywire || ଫୁସୁକି ଗଲା ଅରବିନ୍ଦଙ୍କ ‘ସିମ୍ପାଥି ଯୋଜନା’