ଯଦି ରାଜ୍ୟସଭା ଯିବେନାହିଁ ଆପ୍ ସୁପ୍ରିମୋ ତେବେ କେଜ୍ରିୱାଲଙ୍କ ମନରେ କ’ଣ ଚାଲିଛି?

Arvind Kejriwal: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ ଓ ଅରବିନ୍ଦ କେଜ୍ରିୱାଲଙ୍କର ହାର ହୋଇଛି। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କର ସକ୍ରିୟ ରାଜନୀତିରେ ରହିବାକୁ ନେଇ ଅନେକ ଅଟକଳ ଲାଗୁଛି। ଏହି ମଧ୍ୟରେ ସଞ୍ଜୀବ ଅରୋଡାଙ୍କୁ ପଞ୍ଜାବର ଲୁଧିଆନା ୱେଷ୍ଟରୁ ଉପନିର୍ବାଚନ ପ୍ରାର୍ଥୀ କରାଯାଇଛି। ଏହି ପରିସ୍ଥିତିରେ କେଜରୀୱାଲଙ୍କର ରାଜ୍ୟସଭାକୁ ଯିବାର ଚର୍ଚ୍ଚା ଆରମ୍ଭ ହୋଇଛି। କେଜ୍ରିୱାଲଙ୍କର ରାଜ୍ୟସଭା ଯିବାର ଚର୍ଚ୍ଚା ଖଣ୍ଡନ କେଜ୍ରିୱାଲ ରାଜ୍ୟସଭା ଯିବାର ଦାବି କରିଛି କଂଗ୍ରେସ ସଞ୍ଜୀବ ଅରୋଡାକୁ ଲୁଧିଆନା … Continue reading ଯଦି ରାଜ୍ୟସଭା ଯିବେନାହିଁ ଆପ୍ ସୁପ୍ରିମୋ ତେବେ କେଜ୍ରିୱାଲଙ୍କ ମନରେ କ’ଣ ଚାଲିଛି?