ମୋହନଙ୍କ ପାଇଁ କାଳ ସାଜିଛନ୍ତି ଅରବିନ୍ଦ || Arvind has been a problem to Mohan

ରାଜନୀତିରେ କୁହାଯାଏ, ଶାସନ ଗାଡ଼ି ଚଳାଇବା ପାଇଁ ଅମଲା ବା ବ୍ୟୁରୋକ୍ରାଟ୍‌ମାନେ ହେଉଛନ୍ତି ଘୋଡ଼ା ଏବଂ ନେତାମାନେ ହେଉଛନ୍ତି ରାଇଡର୍‌। କିନ୍ତୁ ଯଦି ଘୋଡ଼ା ବାଟବଣା ହୁଏ କିମ୍ବା ରାଇଡର୍‌ର ଚାବୁକ ନରମ ପଡ଼ିଯାଏ, ତେବେ ଶାସନର ଦିଗ ବଦଳିଯାଏ। ଆଜି ଆମେ ସେହି ପ୍ରସଙ୍ଗରେ ଆଲୋଚନା କରିବା, ଯାହାକୁ ନେଇ ସାରା ଓଡ଼ିଶାରେ ଏବେ ଚର୍ଚ୍ଚା— ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ନୂଆ ବିବାଦ। ରତ୍ନଭଣ୍ଡାର – ଚାବି ହଜିବାଠାରୁ ନକଲି … Continue reading ମୋହନଙ୍କ ପାଇଁ କାଳ ସାଜିଛନ୍ତି ଅରବିନ୍ଦ || Arvind has been a problem to Mohan