Arun Sir’s lesson II ଅରୁଣ ସାରଙ୍କ ପାଠପଢ଼ା: ଦଳ ଭିତରେ ଏକଛତ୍ରବାଦକୁ ଉପାଡ଼ି ଫୋପାଡ଼ିବାକୁ ଦେଲେ ଆହ୍ୱାନ
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ନିଜ ସାମାଜିକ ଗଣମାଧ୍ୟମରେ ରାଜନୀତିକ ଦଳରେ ଗଣତନ୍ତ୍ର ସ୍ଥାପନ କାଇଁ ଆହ୍ୱାନ ଦେଇଛନ୍ତି। ଯେତେବେଳେ ରାଜନୀତିକ ଦଳରେ ଆନ୍ତରୀଣ ଗଣତନ୍ତ୍ର ପରାହତ ହୁଏ ସେତେବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ମିଳେ ନାହିଁ। ଲୋକଙ୍କ ମତକୁ ସମ୍ମାନ ଦେବା ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଏକଛତ୍ରବାଦକୁ ସମୂଳେ ଉପାଡ଼ି ପୋପାଡ଼ିଲେ ଯାଇ ଗଣତନ୍ତ୍ର ଆସିବ ବୋଲି କହିଛନ୍ତି ଅରୁଣ ସାହୁ। ଗଣତନ୍ତ୍ର ଓ ଏକଛତ୍ରବାଦ ଏକାଠି ରହିପାରିବେ ନାହିଁ … Continue reading Arun Sir’s lesson II ଅରୁଣ ସାରଙ୍କ ପାଠପଢ଼ା: ଦଳ ଭିତରେ ଏକଛତ୍ରବାଦକୁ ଉପାଡ଼ି ଫୋପାଡ଼ିବାକୁ ଦେଲେ ଆହ୍ୱାନ
Copy and paste this URL into your WordPress site to embed
Copy and paste this code into your site to embed